ନିଶା ଔଷଧ ପକାଇ ଲୁଟିନେଲେ ସୁନାଗହଣା

ବ୍ୟାସନଗର: ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ଗୋପବନ୍ଧୁ ନଗର ରାଇସମିଲ୍‌ ପରିସରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଗତକାଲି ରାତିରେ ଚୋରି ହୋଇଛି। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ନିଶା ଔଷଧ ସିଞ୍ଚନ କରି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି। ଅଭିଯୋଗ ପରେ ପୁଲିସ ତଦନ୍ତ କରିବା ସହିତ ପଡ଼ୋଶୀ ଘରର ସିସି କ୍ୟାମେରା ଯାଞ୍ଚ କରିଛି। ହେଲେ ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ଅଭିଯୋଗ ଅନୁଯାୟୀ, … Continue reading ନିଶା ଔଷଧ ପକାଇ ଲୁଟିନେଲେ ସୁନାଗହଣା